Satej News

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି। ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ…

Read More

ଭୃସଙ୍ଗ ପତ୍ର 

ଭୃସଙ୍ଗ ପତ୍ର କୌଣସି ଆୟୁର୍ବେଦିକ ଔଷଧଠାରୁ କମ ନୁହେଁ। ଏଥିରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଆଇରନ, କପର, କ୍ୟାଲସିୟମ, ଫସଫରସ, ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ। ଆପଣ ଦେଖିଥିବେ ଯେ, ଦକ୍ଷିଣ ଭାରତରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର…

Read More

ବିଶ୍ୱଭୂଷଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ । ରାଜଧାନୀ ଦିଲ୍ଲୀରେ ଏହି ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି । ଏ ନେଇ ଅଧ୍ୟୟନ କେନ୍ଦ୍ର ଏକ୍ସ ଅଫିସିଆଲ ସାଇଟରେ ପୋଷ୍ଟ ଶେୟାର କରାଯାଇଛି । ବିଶ୍ୱଭୂଷଣଙ୍କ ୫ ଦଶନ୍ଧୀର ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି । ର୍ପୁୂବରୁ ସେ ଆନ୍ଧ୍ର ପ୍ରଦେଶ, ଏବଂ ଛତିଶଗଡ଼ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା…

Read More

ବିରାଟଙ୍କ ଉଗ୍ର ରୂପ

ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଏବେ ଖୁବ ପଛରେ ରହିଯାଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ୩୩୭ ରନ୍ କରିନେଇଛି । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ ସମୟରେ ଏକ ବିରାଟ ଲଢେଇ ଦେଖିବାକୁ ମିଳିଛି । ଅଶ୍ୱୀନଙ୍କ ଓଭରରେ ଟିମ ଇଣ୍ଡିଆ ଅପିଲା କରିଥିବା ବେଳେ ଏ ନେଇ ଅମ୍ପାୟାର ଏକ ବିବାଦୀୟ ନିଷ୍ପତ୍ତି ଦେଇଛନ୍ତି । ଏହାପରେ କିଙ୍ଗ କୋହଲି ଏବଂ ଅମ୍ପାୟାରଙ୍କ ମଧ୍ୟରେ…

Read More

ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ

ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ । ନାରାୟଣପୁର ଜିଲ୍ଳା କୋହକମେଟା ଜଙ୍ଗଲରୁ ଠାବ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ତିଆରି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ନାରାୟଣପୁର ଡିଆରଜି ଓ ବିଏସଏଫ୍ ଯବାନଙ୍କ ମିଳିତ ଅପରେସନ ଦ୍ୱାରା ଏହି ଅପରେସନ୍ ସଫଳ ହୋଇପାରିଛି । ସୂଚନାରୁ ପ୍ରକାଶ ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରି ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ମାଓବାଦୀ । ୱେଲ୍ଡିଂ ଗ୍ୟାସ୍, ଗ୍ୟାସ୍ ସିଲିଣ୍ଡର…

Read More

ପ୍ରଭାସ ଜାଗା ନେଲେ ଚିରଞ୍ଜୀବୀ

 ‘ଦ ରାଜା ସାବ୍’ର ସୁଟିଂ‌ରେ ବ୍ୟସ୍ତ ଅଛନ୍ତି ସୁପର୍‌ଷ୍ଟାର୍ ପ୍ରଭାସ। ଫିଲ୍ମଟି ୨୦୨୫ ଏପ୍ରିଲ ୧୦ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏବେ ଫିଲ୍ମର ରିଲିଜ୍ ଘୁଞ୍ଚିପା‌ରେ ବୋଲି ଚର୍ଚ୍ଚା ହେଉଛି। ‘ଦ ରାଜା ସାବ୍’ରେ ଅନେକ ଭିଏଫ୍‌ଏକ୍ସ କାମ ରହିଥିବାରୁ ଏହାର ଏଡିଟିଂ ସରିପାରିନାହିଁ। ଏହି କାରଣରୁ ଫିଲ୍ମଟି ଏପ୍ରିଲ ୧୦ରେ ରିଲିଜ୍ ହେବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ପ୍ରଭାସ୍‌ଙ୍କ ସ୍ଥାନଟିକୁ ମେଗାଷ୍ଟାର ଚିରଞ୍ଜୀବୀ ନେବେ ବୋଲି ଜଣାଯାଇଛି। ଏପ୍ରିଲ୍‌ ୧୦ରେ ଚିରଞ୍ଜୀବୀଙ୍କ…

Read More

ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର

ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ । ଶ୍ରୀଜିଉଙ୍କ ହେବ ଘୋଡଲାଗି ବେଶ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା । ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା । …

Read More

ଷ୍ଟକ ବଜାରରେ ହଇଚଇ

ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି-୫୦ ମଧ୍ୟ ୧୦.୩୦ ପଏଣ୍ଟ ବୃଦ୍ଧି ପାଇ ୨୪,୪୬୭.୪୫ରେ ବନ୍ଦ ହୋଇଛି। ଶୁକ୍ରବାର ବ୍ୟାଙ୍କିଙ୍ଗ ଷ୍ଟକ୍ ଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଲିଷ୍ଟିଂ ଦିନ ଗୋଟିଏ ଷ୍ଟକ ବଜାରରେ ହଇଚଇ ସୃଷ୍ଟି କରିଥିଲା। ଏହି ଷ୍ଟକ…

Read More

ତୁରନ୍ତ ଦେଶ ଛାଡ

ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ସେଠାରେ ଥିବା ନାଗରିକ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ,…

Read More

ରେପୋ ରେଟ୍ ଅପରିବର୍ତ୍ତିତ

ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ ରେଟ୍ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି। ଲଗାତାର ଏକାଦଶ ଥର ଯାହା ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରିଜର୍ଭ ବ୍ୟାଙ୍କ ଗତ ଫେବୃଆରୀ ୨୦୨୩ ରେ ସୁଧ ହାରରେ ପରିବର୍ତ୍ତନ କରି ଏହାକୁ ୨୫ ଆଧାର ପଏଣ୍ଟକୁ ୬.୫୦…

Read More