Satej News

କିଭଳି ଜାଣିବେ ପଥୁରି ରୋଗର ଲକ୍ଷଣ ଓ ଏହାର ନିରାକରଣ ସମ୍ବନ୍ଧରେ… ଆସନ୍ତୁ ଜାଣିବା ଡ. ଆଦିତ୍ୟ ପ୍ରସାଦ ପାଢୀଙ୍କ ମୁଖରୁ…

ଆଜିକାଲି ଷ୍ଟୋନ ଡିଜିଜ ବା ପଥୁରି ରୋଗରେ ଅନେକ ଲୋକ ପୀଡିତ ହେଉଛନ୍ତି । ଏହା ବିଶେଷ କରି ମୂତ୍ରନଳୀକୁ ସଂକ୍ରମିତ କରିଥାଏ, ଯେଉଁ କାରଣରୁ କିଡ଼ନୀ ବା ବୃକକ ପାଇଁ କ୍ଷତି ସାବ୍ୟସ୍ତ ହୋଇଥାଏ । ବେଳେବେଳେ ଏହି ରୋଗ ହୋଇଥିଲେ ବି ଆମ ଦେହରେ କୌଣସି ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ ନାହିଁ , ଯେଉଁ କାରଣରୁ ଏହା କ୍ରମେ ବୃଦ୍ଧି ପାଇ ଆମ ଶରୀର ପାଇଁ କ୍ଷତି ସାବ୍ୟସ୍ତ ହୁଏ । ଏହାକୁ…

Read More

ସଞ୍ଜୟ ମଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)ର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ଭାବେ ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା । ପ୍ରକାଶ ଯେ, ଗତ ଡିସେମ୍ବର ୯ ତାରିଖରେ ସଞ୍ଜୟ ମଲହୋତ୍ରଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନାମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦୀର୍ଘ ୬ ବର୍ଷ ପରେ ଶକ୍ତିକାନ୍ତଙ୍କ ପରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ଣ୍ଣର…

Read More

ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ

ଥାନା ପରିସରରେ ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ । ଅସଞ୍ଜତ ଅବସ୍ଥାରେ ଧରିଲେ ପତ୍ନୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ କୋଟଗଡ଼ ଥାନାର ଫାଣ୍ଡି ଅଧିକାରୀଙ୍କ ବିରୋଧରେ । ଅବସରର ମାତ୍ର ୨ ମାସ ପୂର୍ବରୁ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ବାବୁ ଜଣଙ୍କ ।୩ ମାସ ଧରି ଫୋନରେ କଥା ହେବା ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ସମ୍ପର୍କ । ଥାନା ପରିସରରେ…

Read More

ପତ୍ନୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଲେ ଯୁବ ଏଆଇ ଇଞ୍ଜିନିୟର

ପତ୍ନୀ ଓ ଶାଶୂଙ୍କ ଅକଥନୀୟ ନିର୍ଯାତନା ସହି ନ ସହି ନ ପାରି ଶେଷରେ ଜୀବନ ହାରିଲେ ଯୁବ ଏଆଇ ଇଞ୍ଜିନିୟର। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ଏହି ଯୁବ ଇଞ୍ଜିନିୟର ଅତୁଲ ସୁଭାଷ(୩୪)ଙ୍କ ଘର ଉତ୍ତର ପ୍ରଦେଶର ଜୌନପୁରରେ । ଆତ୍ମହତ୍ୟା ପୂର୍ବରୁ ୨୪ ପୃଷ୍ଠାର ଚିଠି ଏବଂ ୧.୨୦ ଘଣ୍ଟାର ଭିଡିଓ ମେସେଜରେ ସେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି । ଖବର ଅନୁଯାଇ, ଡିସେମ୍ବର ୯ରେ ଇଣ୍ଟରନେଟ୍ ରେ ୧.୨୦ ଘଣ୍ଟାର…

Read More

ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ

ସହରରେ ଜନସଂଖ୍ୟା ବଢୁଥିବାରୁ ଆବଶ୍ୟକତା ପୂରଣ ପାଇଁ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଂ ରୋଡ ନିର୍ମାଣ ପାଇଁ ଯୋଜନା କରାଯାଇଛି ।ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ…

Read More

କିଡନୀ ଷ୍ଟୋନର ଲକ୍ଷଣ

କିଡନୀ ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ରକ୍ତକୁ ଶୁଦ୍ଧ କରିବା ସହିତ ଏହା ପରିସ୍ରା ମାଧ୍ୟମରେ ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ। କିନ୍ତୁ ଆଜିର ସମୟରେ ଆମେମାନେ ଯେଉଁ ପ୍ରକାରର ଜୀବନଶୈଳୀରେ  ବଞ୍ଚୁଛେ, ଏଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଡନୀରେ ଷ୍ଟୋନ ଥିବାର ଲକ୍ଷଣଗୁଡିକ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଅପରେସନ୍ ବିନା ମଧ୍ୟ ଷ୍ଟୋନକୁ ବାହାର କରାଯାଇପାରିବ। ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଯେତେବେଳେ କିଡନୀ…

Read More

ଷ୍ଟୋନ ରୋଗର ଲକ୍ଷଣ

ପଥରି ରୋଗର କାରଣ ଓ ନରାକରଣ ବତ ମାନ ଷ୍ଟୋନ ବା ପଥରି ରୋଗେର ଅନେକ ଲୋକ ପୀଡ଼ତ ହେଉଛ ୤ ପଥର ବା ପଥର ରୋଗ ମନଳୀକ ସଂ ମତ କରଥାଏ୤ ତେଣ ଏହା ରୋଗୀର କି ନୀ ବା ବୃ କ ପାଇଁ ତକାରକ ହୋଇଥାଏ୤ େଏବ କି ନୀ େ । ବା ବୃ କ ପଥର ଏକ ଜଟଳ ସା ସମସା ଭୋବ ଉଭା ହୋଇଛି୤ କି ନୀ ପଥଦଦନ ପୀଡ଼ତ…

Read More

ରାଜ୍ୟରେ ଝିପିଝିପି ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୮ ଓ ୯ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ତେବେ ଆସନ୍ତା ୧୦ ତାରିଖରୁ ପୁଣି ଶୁଖିଲା ପାଗ ଅନୁଭୂତ ହେବ ବୋଲି ବି କୁହାଯାଇଥିଲା। କିନ୍ତୁ ତାହା ହୋଇନି। ଏଣେ ସକାଳେ କେତେକ ସ୍ଥାନରେ ଝିପିଝିପି ବର୍ଷା ପରିଲକ୍ଷିତ ହୋଇଛି।

Read More

ବଜାରରେ ଟିଭିଏସ୍‌ ରୋନିନ୍‌

ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଗୋଆର ଭାଗାଟୋରଠାରେ ଆୟୋଜିତ ମୋଟରସାଇକେଲ୍‌ ଉତ୍ସବ ‘ଟିଭିଏସ୍‌ ମୋଟୋସୌଲ ୪.୦’ରେ କମ୍ପାନୀର ଦ ୨୦୨୫ ଟିଭିଏସ୍‌ ରୋନିନ୍‌କୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏହି ମୋଟରସାଇକେଲ୍‌ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍‌ଭର୍‌ ଏବଂ ଚାର୍‌କୋଲ୍‌ ଏମ୍ବର କଲର (ରଙ୍ଗ) ରେ ଉପଲବ୍ଧ ହେଉଛି, ଯାହା ରେଟ୍ରୋ ଡିଜାଇନ୍‌ ଓ ଆଧୁନିକ…

Read More

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ଜାନୁଆରୀ ୮ରୁ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରିବା ନିମନ୍ତେ ରାଜ୍ୟ ସରକାର ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି।…

Read More