Satej News

ସ୍କୁଲ ଏବେ RBIକୁ ବୋମା ଧମକ

ବିମାନବନ୍ଦର ଓ ସ୍କୁଲ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)କୁ ମିଳିଛି ବୋମା ଧମକ। ଗତକାଲି ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି ମାମଲାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ…

Read More

ରାଜନୈତିକ ମହଲରେ ଆରମ୍ଭ ହେଉଛି କି ନୂଆ ସମୀକରଣ ?

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଦଳକୁ ଟାର୍ଗେଟ କରି କହିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ ବରିଷ୍ଠ, ଆଉ ଜଣେ ଯୁବ ନେତା । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ସେଥିପାଇଁ ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡିର…

Read More

ଏଣିକି ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରମକୋର୍ଟଙ୍କ ରାୟ

ଏଣିକି ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରମକୋର୍ଟଙ୍କ ରାୟ। ନିଯୁକ୍ତ ହେବେ ୨୩ ଜଣ ଓଡ଼ିଆ ଅନୁବାଦକ । ଆଞ୍ଚଳିକ ଭାଷାକୁ ସୁପ୍ରିମକୋର୍ଟ ଗୁରୁତ୍ବାରୋପ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ଓଡିଶା ହାଇକୋର୍ଟରେ କାର୍ଯ୍ଯଚାଲିଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଗଠିତ ଅନୁବାଦ କମିଟି କାର୍ଯ୍ଯକୁ ତ୍ବରାନ୍ବିତ କରୁଛନ୍ତି ।୨୦୨୩ ରୁ ସୀମିତ ସଂଖ୍ଯକ କର୍ମଚାରୀଙ୍କୁ ନେଇ ଓଡିଆ ଅନୁବାଦ କାର୍ଯ୍ଯ ଆରମ୍ଭ ହୋଇଥିଲା । ଏହାରି ଭିତରେ…

Read More

ଟ୍ୱିନସିଟିରେ ଆରମ୍ଭ ହେଲା ERSS ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା ନୂତନ ସେବା ERSS। ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ସେବା କ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। କମିଶନରେଟ ପୁଲିସ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ERSSର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବା ପାଇଁ ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ERSS) ଲୋକାର୍ପିତ ହୋଇଛି। କଟକ ଓ ଭୁବନେଶ୍ବର କମିଶନରେଟ୍‌ ଅଞ୍ଚଳରେ ସୁବିଧା…

Read More

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ନିୟମ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। ତେବେ ଏନେଇ ସଂସଦର ଶୀତ ଅଧିବେଶନରେ ସରକାର ବିଲ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ଗୋଟିଏ ଦେଶ, ଗୋଟିଏ…

Read More

ଏଣିକି ଭଡ଼ାରେ ଲାଗିବ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ କୋଠା

ଏଣିକି ଭଡ଼ାରେ ଲାଗିବ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା । ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଦେଇଛନ୍ତି ୧୧ଟି ବିଭାଗକୁ ଚିଠି । ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ଗତ ୫…

Read More

ମାଲକାନଗିରିରେ NIAର ରେଡ୍

ମାଲକାନଗିରିରେ NIAର ରେଡ୍ । ମାଲକାନଗିରିର ମୋଟୁ ଥାନା ଅନନ୍ତପାଲି ଗାଁରେ ଓ ସୁକମାର ୨ଟି ସ୍ଥାନରେ NIAର ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ନକ୍ସଲ ଲିଙ୍କ୍ ଥିବା ନେଇ ସୂଚନା ମିଳିବା ପରେ ଏନଆଇଏ ରେଡ୍ କରାଯାଉଥିବା ନେଇ ସୂଚନା ରହିଛି ।

Read More

ଏଣିକି ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଖୁସି ଖବର। ନୂଆ ବର୍ଷ ଅର୍ଥାତ୍ ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ କରୁଛି। ଏହି କ୍ଷେତ୍ରରେ ଇପିଏଫ୍‌ଓ ଏହାର ସଦସ୍ୟଙ୍କୁ ଏଟିଏମ୍‌ ସେବା ପ୍ରଦାନ କରିବାକୁ ଯାଉଛି। ଇପିଏଫ୍‌ଓ ସଦସ୍ୟ ୨୦୨୫ ଜାନୁଆରୀରୁ ଏଟିଏମ୍‌ ମାଧ୍ୟମରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରିବାକୁ ସୁଯୋଗ ପାଇବେ…

Read More

ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କଲେ ଦୁବୃର୍ତ୍ତ

ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ । ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା । ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ…

Read More

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆସନ୍ତା ୩୧ରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉଦ୍ଦେଶ୍ୟରେ ମାଧୋ ସିଂଙ୍କ ସହିଦ୍‌ ଦିବସରେ ତାଙ୍କ ଜନ୍ମସ୍ଥାନ ବରଗଡରୁ ଏହି ଯୋଜନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ…

Read More