Satej News

ଏଣିକି ରୁଷ ଯିବାକୁ ଲାଗିବନି ଭିସା

ଏଣିକି ରୁଷ ଯିବାକୁ ହେଲେ ଲାଗିବନି ଭିସା । ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଖବର ପ୍ରକାଶ ପାଇଛି । ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି, ଯାହାକି ଆବେଦନର ମାତ୍ର…

Read More

ଏମ୍ସରେ ଜୀବନ ହାରିଲେ ରୋଗୀ !

ଭୁବନେଶ୍ବର ଏମସ ହସ୍ପିଟାଲରେ ଜଣେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଅଟଳପୁର ଗାଁର ୭୦ ବର୍ଷ ବୟସ୍କ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି…

Read More

ଅମୃତସରର ଏକ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି ନିଜକୁ କଲା ଦାୟୀ

ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି ଶବ୍ଦ ଶୁଣିଛୁ, କିନ୍ତୁ ପୋଲିସ ଷ୍ଟେସନରେ କୌଣସି ବିସ୍ଫୋରଣ ହୋଇ ନାହିଁ । କେଉଁଠାରେ ବିସ୍ଫୋରଣ ଘଟିଛି ତାହା ଅନୁସନ୍ଧାନ କରାଯାଉଛି ? ତେବେ ଗ୍ୟାଙ୍ଗଷ୍ଟର…

Read More

ମଧ୍ୟାହ୍ନ ଭୋଜନ ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦେଖାଉଛି କି ? ଜାଣନ୍ତୁ ଏହା ପଛର କାରଣ ଓ ପ୍ରତିକାର ବିଷୟରେ…

ଆଜିକାଲି ଅନେକ ଲୋକ ମଧ୍ୟାହ୍ନ ଭୋଜନ କରିବା ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଖାଦ୍ୟ ହଜମ ନହେବା କାରଣରୁ ପେଟର ଏହି ସମସ୍ୟା ଦେଖାଯାଇ ଥାଏ l କିଛି ଲୋକ ଏଭଳି ଥାଆନ୍ତି ଯିଏକି ଖାଦ୍ୟ ଖାଉ ଖାଉ ଆମ୍ବିଳା ହେକୁଟି ଆସିବା, ପେଟ ରେ ଯନ୍ତ୍ରଣା ଅନୁଭବ ହେବା, ପେଟ ଫୁଲିଯିବା ସମସ୍ୟାର ସମୁଖୀନ ହୋଇ ଥାଆନ୍ତି ଲ ଏହାର ମୁଖ୍ୟ କାରଣ କ’ଣ… – ସକାଳ ଜଳଖିଆ ଓ…

Read More

ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ମୋଦି । ଏହି ସମୟରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଜାନୁଆରୀ ୮,୯ ଓ ୧୦ରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏହାପରେ ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍ସର୍ଷ ଓଡ଼ିଶା କନକ୍ଲେଭ୍ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମରେ ମଧ୍ୟ…

Read More

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ପ୍ରତି ଥାନାକୁ ୯ଟି ବାଇକ୍ ଦିଆଯିବ। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବ। ୨୦୨୬ ସୁଦ୍ଧା ଓଡ଼ିଶା ମାଓ ମୁକ୍ତ ହେବା ନେଇ ସେ ଦୃଢ଼ୋକ୍ତ ପ୍ରକାଶ…

Read More

ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ହାତାହାତି

ଶ୍ରୀମନ୍ଦିର ଭିତରେ ପୁଣି ସେବାୟତଙ୍କ ମଧ୍ୟରେ ହାତାହାତି ହୋଇଛନ୍ତି । ସୋମବାର ସେବକ-ସେବକ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ସେବାୟତ ପରିବାର ମଧ୍ୟରେ ପିଟାପିଟି ହୋଇଛନ୍ତି । ଦ୍ୱାର ନିକଟରେ ପାଦୁକ ବଣ୍ଟନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ପହଞ୍ଚି ଥାନାକୁ ଆଣିବା ପରେ ମଧ୍ୟ ଥାନାରେ ହାତାହାତି ହୋଇଛନ୍ତି । ପରସ୍ପରକୁ ଆକ୍ରମଣ ସମୟରେ ଜଣେ ବରିଷ୍ଠ ସେବାୟତ…

Read More

ଓଡ଼ିଆରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ସୁଜିତ କୁମାର ଓଡିଆରେ ଶପଥ ଗ୍ରହଣ କରିଥିଲେ। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ ନିର୍ବାଚତ ହୋଇ ରାଜ୍ୟସଭାକୁ ଆସିଛନ୍ତି। ସେମାନଙ୍କର ଶପଥ କରାଯାଇଥିଲା। ଶପଥ ଶେଷ ହେବା ପରେ ସେ ଜୟ ଜଗନ୍ନାଥ କହିଥିଲେ।ସୁଜିତ କୁମାର ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହାପରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ…

Read More

ଏବେ ମିଳିବନି ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି; କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ ଜାଣନ୍ତୁ…

‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରହିଛି । ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି ବୋଲି କହିଛନ୍ତି। ତେବେ ଚଳିତ ମାସ ଡିସେମ୍ବର ୨୫ ତାରିଖରେ…

Read More

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଗାନ୍ଧୀ ମାର୍ଗରେ ଗର୍ଜିଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ବିଭିନ୍ନ ଦଫା ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଅଙ୍ଗନବାଡି କର୍ମୀ । ମାସିକ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି କରି ୧୮ ହଜାର ଟଙ୍କା ମିଳିବା, ପିଲାଙ୍କୁ ମିଳୁଥିବା ଖାଦ୍ୟର ଟଙ୍କା ବଢାଇବା, ପେନସନ ଲାଗୁ କରିବା ସହ ଅବସର ସମୟରେ ଆର୍ଥିକ ସହାୟତା ମିଳିବା ଭଳି ଦାବି ନେଇ ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି ସାରା…

Read More