Satej News

୨୨ ବର୍ଷ ପରେ ସ୍ବଦେଶ ଫେରିଲେ ହମିଦା ବାନୋ, ବଖାଣିଲେ ପାକିସ୍ତାନରେ ବିତିଥିବା ଲୋମଟାଙ୍କୁରା କାହାଣୀ

ଭୁଲ ବଶତଃ ଭାରତରୁ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନରେ ପହଞ୍ଚି ବହୁତ ବର୍ଷ ଧରି କଷ୍ଟରେ ଜୀବନ ଅତିବାହିତ କରିଥିବା କାହାଣୀ ଆମେ ଶୁଣିଆସୁଛେ । ଯାହା ଖୁବ କଷ୍ଟଦାୟକ । ଏଭଳି ଘଟଣା ଆମେ ସିନେମାରେ ମଧ୍ୟ ଦେଖିଚେ । ଏଭଳି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେ କି ପଡୋଶୀ ଶତ୍ରୁ ଦେଶରେ ୨୨ ବର୍ଷ କାଳ ଜୀବନ କାଟି ଏବେ ଭାରତ ଫେରିଛନ୍ତି । ମୁମ୍ବାଇରେ…

Read More

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ

ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି। ଗୁରୁବାର ସଂସଦ ଭିତରେ ପ୍ରତାପ ଶିଡ଼ିରେ ଯାଉଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା। ପ୍ରତାପଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରକ୍ତସ୍ରାବ…

Read More

ଚାକିରୀ କରାଇଦେବା ନାଁରେ ଠକିନେଲେ ୨ କୋଟି, ଏବେ ପୋଲିସ କବ୍ଜାରେ

ଚାକିରୀ କରାଇଦେବା ନାଁରେ ଲୋକଙ୍କୁ ଠକିନେଲେ ୨ କୋଟି। ଏଭଳି ଅଭିଯୋଗରେ କଟକ ବିଡ଼ାନାସୀ ଜଣେ ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଡ଼ାନାସୀ ସୁଭଦ୍ରା ନଗର ଅଞ୍ଚଳର ଡାନିଏଲ୍ ରାଜ୍। ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍‌ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। Asଏହି ମାମଲାରେ ନକଲି ମହିଳା ଆଇଏଏସ୍ ଅଧିକାରୀ ଓ ତା’ର ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି। ଆଇଏଏସ୍‌…

Read More

ଚା କିମ୍ବା କଫି ଛୋଟପିଲାଙ୍କ ପାଇଁ କେତେ କ୍ଷତିକାରକ ? ଆସନ୍ତୁ ଜାଣିବା…

ଖାଦ୍ୟ ଶରୀର ପାଇଁ ଖୁବ ଆବଶ୍ୟକ, କିନ୍ତୁ କିଛିଟା ଖାଦ୍ୟ ଏଭଳି ରହିଛି ଯାହାକି ଶରୀର ପାଇଁ ଜହର ମଧ୍ୟ ହୋଇପାରେ l ଯେପରିକି ଭାରତୀୟ ମାନଙ୍କର ସକାଳ ଆରମ୍ଭ ଚା କଫି, ଆମେ ସମସ୍ତେ ସକାଳ ହେବା ମାତ୍ରକେ ଏହାକୁ ପିଇବାକୁ ପସନ୍ଦ କରିଥାଉ l କିନ୍ତୁ ଏହି ଚା ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ନାହୁଁ l ପୂର୍ବରୁ ଏହା ବଡ଼ ମାନଙ୍କର ପସନ୍ଦ ଥିଲା, ବିଶେଷ ଭାବରେ…

Read More

ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା

ରାଜ୍ୟରେ ଆସନ୍ତା ୨୧ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି । ଗୁରୁବାର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ଓ ୨୧ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ତିନି ଦିନ ଯାଏ ପୂରା ରାଜ୍ୟରେ ଦିନବେଳା ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଗୁରୁବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି,…

Read More

ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି, ଏତଲାରୁ ଅନ୍ୟ ୩ଜଣ ଓହରିଲେ

ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି । ଟାଟା ମୋଟର୍ସରେ ଚାକିରି ନାଁରେ ହୋଇଥିବା ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ କରାଯାଇଥିବା ଏତଲାରୁ ଅନ୍ୟ ୩ ଜଣ ଓହରିଛନ୍ତି। ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏମାନେ କହିଛନ୍ତି। ପୂର୍ବରୁ ଆଉ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଅର୍ଥାତ ସମସ୍ତ ୫ ଅଭିଯୋଗକାରୀ ଏବେ…

Read More

ଫେବୃଆରୀ ୧୮ରୁ +୨ ପରୀକ୍ଷା

ଫେବୃଆରୀ ୧୮ ରୁ +୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା।। ରାଜ୍ୟର ୧୨୬୮ ପରୀକ୍ଷା କେନ୍ଦ୍ର ରେ ଅନୁଷ୍ଠିତ ହେବ ପରୀକ୍ଷା । ୮ ଟି ଉପ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ୪୮୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ରେ ଶେଷ…

Read More

କ୍ୟାନସର ଟିକା ଉଦ୍ଭାବନ କଲା ରୁଷ, ଆସନ୍ତା ବର୍ଷରୁ ମାଗଣାରେ ମିଳିବ

କ୍ୟାନସରକୁ ମାତ୍ ଦେବା ପାଇଁ ଟିକା ଉଦ୍ଭାବନ କରିଥିବା ଦାବି କରିଛି ରୁଷ । ତେବେ ବଡ଼ କଥା ହେଉଛି ଏହା ରୁଷର ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, କର୍କଟକୁ ହରାଇବା ପାଇଁ ପ୍ରସ୍ତୁତ ହୋଇଥିବା ୨୦୨୫ ମସିହା ଜାନୁଆରୀ ମାସରୁ କର୍କଟ ରୋଗୀଙ୍କୁ ମାଗଣାରେ ଦିଆଯିବ। ରୁଷର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର…

Read More

ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବେ ଖ୍ୟାତନାମା ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ । ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି। ବୈଷ୍ଣବ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍‌ ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ସାହିତ୍ୟର ଇତିହାସ, ଓ ଗଳ୍ପର ଇତିବୃତ୍ତ, ଓ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର ଆଦି…

Read More

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେବ । ଯେଉଁଥିରେ ଲୋକଙ୍କ ସ୍ବାର୍ଥରେ ଲଢିବା ପାଇଁ ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ କର୍ମ କର୍ତ୍ତା ସଂକଳ୍ପ ନେବେ । ତେବେ ଏନେଇ ବିଜେଡି…

Read More