SatejNews Desk

ନୂଆବର୍ଷରେ ପୁରୀ ଯାଉଛନ୍ତି କି, ଜାଣିରଖନ୍ତୁ ପୋଲିସ ପ୍ରଶାସନର ନିୟମ

ପୁରୀ: ନୂଆବର୍ଷ ପାଳନ ପାଇଁ ଜଗା ଦର୍ଶନ ପାଇଁ ଛୁଟି ଆସିବେ ଭକ୍ତ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖିରେ ରଖି ପୁରୀ ପ୍ରସ୍ତୁତ । ଭକ୍ତଙ୍କ ସୁରକ୍ଷାକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ନୂଆବର୍ଷ ପାଳନ ସମୟରେ ଲୋକଙ୍କ ଭିଡକୁ ଦେଖି ସହରରେ ସିସିଟିଭି ସର୍ଭେଲାନ୍ସ ରଖାଯିବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ। ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଭିଡ଼ ବଢ଼ିବ ବୋଲି…

Read More

ମଦ ଦୁର୍ନୀତି ମାମଲାରେ ଇଡ଼ିର ବଡ଼ ରେଡ୍

ରାୟପୁର: ପୁଣି ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କୋଣ୍ଟାର କଂଗ୍ରେସ ବିଧାୟକ କାୱାସୀ ଲଖମାଙ୍କ ପାଇଁ ସମସ୍ୟା ବଢିଛି । ଛତିଶଗଡ଼ ମଦ ଦୁର୍ନୀତିରେ ଇଡି ୭ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ କୱାସୀ ଲଖମାଙ୍କ ଘର ସମେତ ୪ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ଲଖମା ଛତିଶଗଡର ଅବକାରୀ ମନ୍ତ୍ରୀ ଥିବା ବେଳେ ତାଙ୍କୁ ମାସିକ ୨…

Read More

ନୂଆବର୍ଷରେ କେମିତି ରହିବ ପାଗ, ଜାଣି ରଖି ସେଲିବ୍ରେସନ କରନ୍ତୁ…

ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ବେଳେ ଏଥର ଶୀତ ସହିତ ବର୍ଷା ପାଗର ଅନୁଭବ ନେଇପାରନ୍ତି ରାଜ୍ୟବାସୀ । ପାଣିପାଗର ଆକଳନ ଏଭଳି କିଛି ରହିଛି। ପଶ୍ଚିମାଝଡ଼ ଯୋଗୁଁ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୨୮ ଓ ୨୯ ତାରିଖରେ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି…

Read More

ଯୁବକଙ୍କୁ ଡେଟିଂ ଆପରୁ ଏସବୁ ମିଳିବ ବୋଲି କେବେ ଭାବିନଥିଲେ, ୨୦ ଦିନ ଭୟରେ ରହିଲେ

ନୂଆଦିଲ୍ଲୀ: ଦିଲ୍ଲୀ ପାଖରେ ଥିବା ଗ୍ରେଟର ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାର ନଲେଜ ପାର୍କରେ ଥିବା ଏକ କଲେଜର ଜଣେ ବିଟେକ୍ ଛାତ୍ରଙ୍କୁ ଏକ ଅନଲାଇନ୍ ଡେଟିଂ ଆପ୍ ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଥିଲା। ପୁଲିସ ସୂଚନା ଅନୁଯାୟୀ, ବିଟେକ୍ ଛାତ୍ର ଜଣକ କିଛି ଦିନ ତଳେ ଏକ ଅନଲାଇନ୍ ଡେଟିଂ ଆପରେ ଜଣେ ସମଲିଙ୍ଗୀ ବନ୍ଧୁଙ୍କ ସହ ବନ୍ଧୁତା କରି ତାଙ୍କୁ ଭେଟିବାକୁ ଡାକିଥିଲେ। ସମଲିଙ୍ଗୀ ବନ୍ଧୁ ତାଙ୍କ…

Read More

ଲାଇଭ କମେଣ୍ଟ୍ପିରେ ଏ କଣ କହିଦେଲେ ସୁନୀଲ ଗାଭାସ୍କାର? ପରେ ଦୋଷ ସ୍ୱୀକାର କଲେ

ମେଲବର୍ଣ୍ଣ:  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମେଲବର୍ଣ୍ଣ ଟେଷ୍ଟ ଏବେ ରୋମାଞ୍ଚକର ମୋଡ଼ରେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ନିଜର ପ୍ରଥମ ଇନିଂସରେ ୪୭୪ ରନ୍ କରିଥିଲା। ଜବାବରେ ଭାରତୀୟ ଦଳ ଅତ୍ୟନ୍ତ ଖରାପ ଆରମ୍ଭ କରିଥିଲା। ଏଥର ମଧ୍ୟ ଟିମ୍ ଇଣ୍ଡିଆ ଉପରେ ଫଲୋଅନ୍ ହେବାର ଆଶଙ୍କା ରହିଥିଲେ ହେଁ ଏହାକୁ ଏଡ଼ାଇବାରେ ସଫଳ ହୋଇଛି। ଟିମ୍ ଇଣ୍ଡିଆ ତରଫରୁ ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ତୃତୀୟ ଦିନର ଖେଳ ଆରମ୍ଭ କରିଥିବା…

Read More

ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଗୁରୁବାର ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିଳମ୍ବିତ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୯୨ ବର୍ଷ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ରାଜନେତା ଡ. ମନମୋହନ ସିଂହ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଥିଲେ, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ୧୯୯୦ ଦଶକର ପ୍ରାରମ୍ଭରେ…

Read More

ଆପ୍ କହିଲା କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ହଟାଯାଉ, ମମତା ରଖିଲେ ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ହଟାଇବାକୁ ଦାବି କରିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଆମ୍ ଆଦମୀ ପାର୍ଟିର ଦାବିକୁ ନେଇ ଏବେ ପ୍ରଶ୍ନ କରିଛନ୍ତି। ଆଉ ପରେ ପ୍ରଶ୍ନର ସେ ସ୍ପଷ୍ଟ ଉତ୍ତର ଦେଇନଥିଲେ। ସବୁ ରାଜନୈତିକ ଦଳ ପ୍ରତି ତାଙ୍କର ସମ୍ମାନ ରହିଛି ବୋଲି କେବଳ କହିଛନ୍ତି…

Read More

ମଧ୍ୟବିତ୍ତଙ୍କୁ ମିଳିବ ବଡ଼ ଆଶ୍ୱସ୍ତି, ମୋଦୀ ସରକାର ନେବେ ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ: ଆସନ୍ତା ୨୦୨୫-୨୬ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ହେବାର ସମ୍ଭାବନା ରହିଛି ।  କେନ୍ଦ୍ର ସରକାର ଏହାକୁ ନେଇ ବିଚାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ଉପଭୋକ୍ତା ଖର୍ଚ୍ଚ ବଢ଼ାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅର୍ଥନୀତିଜ୍ଞମାନେ ମଧ୍ୟ ନାଗରିକଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ଆୟକର ହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

କାହିଁକି ଜୀବନ ହାରିଲେ ଚର୍ଚ୍ଚିତ ଆରଜେ ସିମରନ୍?

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜମ୍ମୁର ଖ୍ୟାତନାମା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଆରଜେ ସିମରନ ସିଂଙ୍କ ଦେହାନ୍ତ ହୋଇଛି । ସିମରନଙ୍କୁ ୨୫ ବର୍ଷ ହୋଇଥିଲା। ଗୁରୁଗ୍ରାମର ସେକ୍ଟର ୪୭ରେ ଥିବା ଏକ ଭଡ଼ା ଘରୁ (ଆପାର୍ଟମେଣ୍ଟ) ତାଙ୍କ ମୃତଦେହ ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିମରନଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହ ମିଳିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।…

Read More

ବର୍ଷା ପାଇଁ ଫସଲ ନଷ୍ଟ, ବୀମା କମ୍ପାନୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷାରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷତିରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏହାପରେ ବିପନ୍ନ ଚାଷୀଙ୍କ ଦାବିର ତୁରନ୍ତ ସମାଧାନ କରିବାକୁ ରାଜ୍ୟ ସରକାର ବୀମା କଂପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବୀମା କଂପାନିଗୁଡ଼ିକୁ ଚେତାବନୀ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯଦି କୃଷକମାନେ ହଇରାଣ ହୁଅନ୍ତି କିମ୍ବା ଦାବି ପ୍ରକ୍ରିୟାକରଣରେ ବିଳମ୍ବ ହୁଏ ତେବେ…

Read More