ଦିଲ୍ଲୀ ମହାଲଢେଇ : ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ, ଆପର ତିନି ବଡ ନେତା ପଛରେ
ଦିଲ୍ଲୀ ମହା ଲଢେଇ । ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ବିଜେପି । ଦିଲ୍ଲୀରେ କିଏ ଗଢିବ ସରକାର? କାହା ହାତକୁ ଯିବ ଦିଲ୍ଲୀ ଆସନ? କାହାର ଫିଟିବ ଭାଗ୍ୟ ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ସ୍ପଷ୍ଟ ହୋଇଯିବ । ଚାଲିଛି ଭୋଟ ଗଣତି, ଆସିବାରେ ଲାଗିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ । ଦି ଲ୍ଲୀରେ ବିଜେପି ପାରିକରିସାରିଛି ବହୁମତ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୪…
