SatejNews Desk

ରାଜ୍ୟ ରାଜପଥର ହେବ ବିକାଶ । ବଜେଟରେ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ

ରାଜ୍ୟ ରାଜପଥର ବିକାଶ ହେବ । ଅସଜଡା ହୋଇପଡିଥିବା ରାସ୍ତା ସଜଡା ହେବ । ଗମନାଗମନରେ ସୁବିଧା ହେବ । ରାଜଧାନୀରେ ସିଟି ରୋଡ୍ ପରିକଳ୍ପନା ହୋଇଛି । ଏନେଇ ରାଜ୍ୟ ସରକାର ଆଣିଲେ ବଜେଟ୍ । ରାଜପଥ ବିକାଶ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୁରା ଓଡିଶାରେ ରାସ୍ତାର ବିକାଶ ହେବ । ରାଜ୍ୟ ରାଜପଥ ୪ ଲେନ୍ ବିଶିଷ୍ଟ ହେବ ।

Read More

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ…

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ… କୃଷି ବଜେଟ ୧୪୮୬୧ କୋଟି ଟଙ୍କା… – ଶ୍ରୀ ଅନ୍ନ ଯୋଜନା ପାଇଁ ୬୦୦ କୋଟି –  ୨୫୨ କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି ( ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର । ଏଥିରେ ଅଚଳ ଶୀତଳ ଭଣ୍ଡାର ଗୁଡିକୁ ପୁନଃରୁଦ୍ଧାର କରାଯିବ ) – ଓୟୁଏଟି ପାଇଁ ୫୧୧ କୋଟି – ଜଳସେଚନ…

Read More

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତିୟ ବଜେଟ୍ । ୨୦୨୫-୨୬ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ବଜେଟ୍ ଉପସ୍ଥାନ କରି ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ…

Read More

ବଡ ଖବର : ବଢିଲା ଇ-କେୱାଇସି ଅବଧି । ଜାଣନ୍ତୁ କେତେ ତାରିଖ ଯାଏଁ ଅବଧି ବଢାଇଲେ ସରକାର…

ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର, ଯେଉଁମାନେ ଇକେୱାଇସି କରିନାହାନ୍ତି, ସେମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଲେ ସରକାର । ବଢିଲା ଇ-କେୱାଇସି ଅପଡେଟ୍ ଅବଧି । ମାର୍ଚ୍ଚ ୩୧ ଯାଏଁ ଇ-କେୱାଇସି ଅପଡେଟ୍ ଅବଧିକୁ ବଢାଇଛନ୍ତି ସରକାର । ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଇ-କେୱାଇସି ଅପଡେଟର ଅବଧି ସରୁଥିବା ବେଳେ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର । ମନ୍ତ୍ରୀଙ୍କ…

Read More

ପୁଣି ଜୀବନ ନେଲା ମୋ ବସ୍ । ବାଇକକୁ ୨କିଲୋମିଟର ଘୋଷାଡି ନେଲା ବସ୍

କେବେ ଚେତିବେ ମୋ ବସ୍ ଚାଳକ… ରାଜାଧାନୀ ଭୁବନେଶ୍ୱରରେ ବାରମ୍ୱାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଛି ମୋ ବସ୍ । ରାସ୍ତାରେ ମୁଣ୍ଡ ଉପରେ ମୁଣ୍ଡ ଗଡିଚାଲିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମୃତକଙ୍କ ପରିବାରକୁ କେବଳ ସହାୟତା ରାଶୀ ଧରିଇ ଦେଇ ଚୁପ ବସିପଡୁଛି ପ୍ରଶାସନ । ଗତକାଲି ରାତିରେ ରାଜଧାନୀରେ ପୁଣି ଜୀବନ ନେଇଛି ମୋ ବସ୍‌ । ବେପରୁଆ ଗାଡି ଚାଳନା ପାଇଁ ଚାଲିଯାଇଛି ଜଣଙ୍କ ଜୀବନ।…

Read More

ପ୍ରୟାଗରାଜରେ ବଡ ଦୁର୍ଘଟଣା : ଶ୍ରଦ୍ଧାଳୁଙ୍କ ଗାଡିକୁ ପିଟିଲା ବସ୍, ୧୦ ମୃତ

ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ପ୍ରୟାଗରାଜରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । କୁମ୍ଭମେଳା ଯାତ୍ରା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ଜୀବନ ଚାଲିଯାଇଛି । ୧୯ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ସବୁଠୁ ଦୁଃଖଦ କଥା ହେଉଛି କୁମ୍ଭମେଳାକୁ ଯାତ୍ରା କରୁଥିବା ୧୦ଜଣ…

Read More

ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ1! ଫୋନ୍ ଅଫ୍‌, ଘରେ ପଡିଛି ତାଲା

ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ରଣବୀର ପୋଲିସ ସହିତ ଯୋଗାଯୋଗରୁ ବାହାରେ ଅଛନ୍ତି । କୁହାଯାଉଛି ଯେ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି ଏବଂ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ଘରଟି ତାଲା ପଡ଼ିଥିଲା ।  ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ? ସୂଚନା ଅନୁଯାୟୀ, ରଣବୀର କିମ୍ବା ତାଙ୍କ ଓକିଲ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ…

Read More

ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ । କଣ ନିୟମ ଆଣିଛି ବିସିସିଆଇ ଜାଣନ୍ତୁ…

ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ ଆଣିଲା ନୂଆ ନିୟମ । ଏଣିକି ଅଧିକ ଓଜନର ଜିନିଷ ନେଇପାରିବେନି ଖେଳାଳି । କି କୌଣସି ବ୍ୟକ୍ତିଗତ ଯାନ, ପ୍ଲେନରେ ଯାତ୍ରା କରିପାରିବେନି । ବିସିସିଆଇ ଏପରି ନିୟମ ଆଣିବା ପଛର କାଣ କଣ ଆସନ୍ତୁ ଜାଣିବା । ବିଦେଶ ଗସ୍ତ ସମୟରେ ଖେଳାଲି କେତେ ଓଜନ ନେଇ ଯାତ୍ରା କରିବେ ତାହା ଉପରେ ଏକ ନୂଆ ନିୟମ ଲାଗୁ କରିଛି ବିସିସିଆଇ । ଏହି ନିୟମ ଲାଗୁ…

Read More

ଚାଲିପାରିଲାନି ଗୃହ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ମୁଲତବୀ

ବଜେଟ୍ ଅଧିବେସନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି । ଗୃହ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଚାଷୀ ପ୍ରସଙ୍ଗରେ ବିଜେଡି ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗର୍ଜିଥିଲେ ଦୁଇ ଦଳର ବିଧାୟକ । ହୋହାଲ୍ଲା ଭିତରେ ପ୍ରଥମେ ୧୨ଟା ଯାଏଁ ଗୃହକୁ ମୁଲତବି କରାଯାଇଥିଲା । ପରେ ପୁଣି ଗୃହରେ ବିରୋଧୀ ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

Read More

ମୋଦୀ-ଟ୍ରମ୍ପଙ୍କ ଭେଟଘାଟ୍ । ଉଛୁଳିଲା ଷ୍ଟକ ମାର୍କେଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ବାଣିଜ୍ୟ ଅଧିବେଶନରେ ଭାରତୀୟ ଷ୍ଟକ୍ ବଜାର ବଡ଼ ଲାଭ ସହିତ ଖୋଲିଛି। ବିଏସଇ ସେନସେକ୍ସ ୨୩୦ ପଏଣ୍ଟ ବୃଦ୍ଧି ସହିତ ୭୬୩୨୫ ରେ ଖୋଲିଥିଲା ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୬୫ ପଏଣ୍ଟ ବୃଦ୍ଧି ସହିତ ୨୩୦୯୬ ରେ ଖୋଲିଥିଲା। ଆଜିର କାରବାରରେ, ବି.ଏସ.ଇ ସେନସେକ୍ସର ୩୦ଟି…

Read More