ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କବାଦୀ ଭୟ । ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଉଥିବା ସୂଚନା
ବିଦେଶୀ କ୍ରୀଡାପ୍ରେମୀଙ୍କ ଉପରେ ଆତଙ୍କବାଦୀଙ୍କ ନଜର । ଏଭଳି ଏକ ଚିନ୍ତା ଜନକ ଖବର ପାକିସ୍ତାନରୁ ସାମ୍ନାକୁ ଆସିଛି । ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଖୋଦ୍ ପାକିସ୍ତାନ୍ ଗୁଇନ୍ଦା ବିଭାଗ ଏନେଇ ହାଇ ଆଲର୍ଟ ଜାରି କରିଛି । ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି । ପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ…
