SatejNews Desk

ଗୁପଚୁପ ଖାଇବାକୁ ଆସି ଚାଲିଗଲା ଜୀବନ, ଖବର ଶୁଣି ଚାରିଆଡ଼େ ଶୋକର ଛାୟା

ମୁମ୍ୱାଇ: ଏମିତି ଦୁର୍ଘଟଣା ହେବ ବୋଲି କେହି କେବି ଭାବିନଥିବେ । ଯେଉଁଠି ଅନ୍ୟ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଛିଟକି ପଡ଼ିବାରୁ ଅନ୍ୟ ଏକ କାର ଦୁର୍ଘଟଣାରର ଶିକାର ହୋଇଛି । ଆଉ କାର ଭିତରେ ବସିଥିବା ଯାତ୍ରୀଙ୍କର ମୃତ୍ୟୁ ଘଟିଛି । କାର ଭିତରେ ବସିଥିବା ଛୋଟ ଛୁଆଟି ଦୁଇ ସମ୍ପର୍କୀୟ ଓ ବାପା ସହ ଗୁପଚୁପ ଖାଇବାକୁ ଆସିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖାଥିଲା । ରବିବାର…

Read More

ରାଜ୍ୟପାଳ ପଦରୁ ଇସ୍ତଫା, ଏବେ ରଘୁବର ଦାସ କରିବେ କ’ଣ, ମିଳିଲା ବଡ଼ ଆଭାସ!

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ମିଜୋରାମର ବର୍ତ୍ତମାନର ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାରେ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଛି। ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ପଦରେ ରଘୁବର ଦାସ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସହ…

Read More

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଦୁର୍ଘଟଣା, ଖାଲକୁ ଖସିଲା ସେନା ଟ୍ରକ୍, ୫ ଯବାନ ସହିଦ; ଅନେକ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ମଙ୍ଗଳବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା। ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରିଛି ଯେ ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ମୃତ୍ୟୁକୁ ନେଇ ହ୍ୱାଇଟ୍ ନାଇଟ୍ କର୍ପସ୍ ଗଭୀର…

Read More

ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ହେଲେ ବିହାରର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଘୁବର ଦାସଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରଘୁବର ଦାସଙ୍କ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି। ଡ. କମ୍ଭାମପତି ମିଜୋରାମର ରାଜ୍ୟପାଳ ଥିଲେ। ରଘୁବର ଦାସ୨୦୨୩ ଅକ୍ଟୋବର ୧୮ତାରିଖରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ । ରଘୁବର ଦାସ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲି ସରକାରୀ…

Read More