Satej News Desk

ଭୁବନେଶ୍ଵରରେ ବେଆଇନ ସାଇଲେନ୍ସର ସହ ଗାଡ଼ି ଉପରେ ଚଢ଼ାଉ

ଭୁବନେଶ୍ୱର: ବେଆଇନ ତଥା ବିକଟାଳ ଶବ୍ଦ ଛାଡୁଥିବା ଗାଡି ଉପରେ କମିଶନରେଟ ପୋଲିସର ନଜର । ଏହିପରି ଗାଡ଼ି ଚାଳକଙ୍କ ବିରୋଧରେ ଭୁବନେଶ୍ୱର ପୁଲିସ କମିସନରେଟ୍ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ପାରମ୍ପରିକ ଜରିମାନାଠାରୁ ଦୂରେଇ ଯାଇ ଅପରାଧୀମାନଙ୍କୁ ଏବେ ସିଧାସଳଖ କୋର୍ଟରେ ହାଜର କରାଯାଉଛି। ଅତ୍ୟଧିକ ଦ୍ରୁତ ଗାଡି ଚଳାଇବା, ବେପରୁଆ ଗାଡି ଚଳାଇବା, ହେଲମେଟ ନ ପିନ୍ଧିବା ଏବଂ ପରିବେଶ ପ୍ରଦୂଷଣ ଭଳି ଅନ୍ୟାନ୍ୟ ପ୍ରସଙ୍ଗକୁ ଆଖି ଆଗରେ ରଖି ପୋଲିସ…

Read More

ସୁଭଦ୍ରା ଯୋଜନା: ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ଆବେଦନ କରିବାକୁ ଉପ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟ ବାହାରେ ରହୁଥିବା ଓ କାମ କରୁଥିବା ଯୋଗ୍ୟ ମହିଳାମାନେ ଯଥାଶୀଘ୍ର ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିବେଦନ କରିଛନ୍ତି। ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରାଯିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏଭଳି ଏକ ଅପିଲ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ନଜରକୁ ଆସିଛି ଯେ ଅନେକ ମହିଳା ବର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି ଏବଂ ଏହି ଯୋଜନାରେ ସାମିଲ ହେବା ପାଇଁ…

Read More

ହତ୍ୟାର ଶିକାର ପୂର୍ବରୁ ସାଲୁଜାଙ୍କୁ ଫୋନରେ କଣ କହିଥିଲେ ନବ ଦାସ?

ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତରେ ଅନେକ ଥିଓରି ଓ ଅସଙ୍ଗତି ଥିବା ବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଙ୍ଗଳବାର କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଯଦି ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଏ ତେବେ ଏହା ଏକ ସମ୍ଭାବ୍ୟ ପ୍ରମାଣ ଭାବେ ଉଭା ହୋଇପାରେ। ସ୍ୱର୍ଗତ ନବ ଦାସଙ୍କ ଅନ୍ୟତମ ଘନିଷ୍ଠ ବନ୍ଧୁ ହେଉଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ।…

Read More

ରାଜନୀତି ଇତିହାସରେ ବିରଳ, ଏକାଠି ହୋଇଗଲେ ବିଜେପି ଓ କଂଗ୍ରେସ

ଥିରୁଅନନ୍ତପୁରମ: କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ପରସ୍ପରର ଘୋର ବିରୋଧୀ । କିନ୍ତୁ ଏବେ ଏକାଠି ହୋଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରସଙ୍ଗରେ ଦୁଇ ଦଳ ଏକାଠି ହୋଇଛନ୍ତି। ବାମପନ୍ଥୀ ଶାସିତ କେରଳରେ ଏକ ଘରୋଇ ମଦ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପ୍ରସ୍ତାବକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ କଂଗ୍ରେସ ଓ ବିଜେପି ସାମିଲ ହୋଇଛନ୍ତି। ରବିବାର ଉଭୟ ଦଳ ପଲକ୍କଡ ଜିଲ୍ଲାରେ ବିକ୍ଷୋଭ…

Read More

ସୈଫଙ୍କ ପୁଅକୁ ବନ୍ଧକ ରଖି ଏକ କୋଟି ଟଙ୍କା ଦାବି କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ୍ ଶାହଜାଦକୁ ନେଇ ପ୍ରତିଦିନ ଅନେକ ଖୁଲାସା ହେଉଛି। ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀ ସରିଫୁଲ ସୈଫଙ୍କ ପୁଅ ଜାହାଙ୍ଗୀରଙ୍କୁ ବନ୍ଧକ ରଖି ଟଙ୍କା ମାଗିବାକୁ ଯୋଜନା କରୁଥିଲା। ଅଭିଯୁକ୍ତର ଉଦ୍ଦେଶ୍ୟ ଥିଲା ୧ କୋଟି ଟଙ୍କା ନେଇ ସବୁଦିନ ପାଇଁ ବାଂଲାଦେଶ ଫେରିବା। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବାଂଲାଦେଶ ଫେରିବା…

Read More

ରାହୁଲ ଗାନ୍ଧିଙ୍କ ମାନହାନି ମାମଲା ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଝାଡ଼ଖଣ୍ଡ ସରକାର ଏବଂ ଅଭିଯୋଗକାରୀଙ୍କୁ ଜବାବ ମାଗିଛନ୍ତି। ସୋମବାର ଶୁଣାଣି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ…

Read More

କରୋନା କଟକଣା ହଟିସାରିଥିବା ବେଳେ କେମିତି ନବ ଦାସଙ୍କ ସାର୍ଟକୁ ପୋଡ଼ି ଦିଆଗଲା, ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ନାଟକୀୟ ମୋଡ଼ ନେଉଛି। ଏହି ମାମଲାରେ ଯେଉଁ ସବୁ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଛି ତାହା ଏବେ ନଷ୍ଟ ହେବାର ସଙ୍କେତ ମିଳୁଛି। ସଦ୍ୟତମ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ନବ ଦାସ ଗୁଳିର ଶିକାର ପରେ ରକ୍ତ ଜୁଡୁବୁଡୁ ସାର୍ଟ ମଧ୍ୟ ପୋଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ, ଏହି ସାର୍ଟକୁ ଯେଉଁ ହସ୍ପିଟାଲରେ ନବ ଦାସଙ୍କୁ ଗୁଳି ମାଡ଼ ପରେ ରଖାଯାଇଥିଲା,…

Read More

ରାତିରେ ନାଇଟ୍ ପାଟ୍ରୋଲିଂ ସହ ୨ ହଜାର ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହାପରେ ୨ ହଜାର ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ରବିବାର ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୧୯୮ ଜଣ ଟ୍ରାଫିକ୍ ଅଧିକାରୀ ସକ୍ରିୟ ଥିବା ନେଇ ଆଲୋଚନା ହୋଇଥିଲା। ତେବେ ରାଜ୍ୟରେ ବଢୁଥିବା ଜନସଂଖ୍ୟା ଓ ପରିବହନ ଭିତ୍ତିଭୂମିକୁ ଦୃଷ୍ଟିରେ…

Read More

ବିନା ପ୍ରମାଣରେ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିବା ସ୍ୱାମୀଙ୍କୁ ଛାଡି ଅନ୍ଯତ୍ର ରହିବା ପତ୍ନୀଙ୍କ ନିଷ୍ପତ୍ତି ଠିକ୍ କହିଲେ ହାଇକୋର୍ଟ

କଟକ: ପାରିବାରିକ ବିବାଦରୁ ସମ୍ପର୍କରେ ତିକ୍ତତା ଆସିବା ପରେ ଅଲଗା ରହିବାକୁ ପସନ୍ଦ କରୁଥିବା ପତ୍ନୀଙ୍କୁ ସ୍ୱାମୀ ଆର୍ଥିକ ଭରଣପୋଷଣ ଯୋଗାଇ ଦେବେ ବୋଲି ବାରିପଦାର ପରିବାର ଅଦାଲତ ଦେଇଥିବା ରାୟକୁ ଓଡ଼ିଶା ହାଇକୋର୍ଟ ବଜାୟ ରଖିଛନ୍ତି। ନିକଟରେ ଏକ ରାୟରେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯଦି ସ୍ୱାମୀ ବିନା ପ୍ରମାଣରେ ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ଅଭିଯୋଗ କରନ୍ତି, ତେବେ ସେ ତାଙ୍କୁ ଛାଡିବା ସମ୍ପୂର୍ଣ୍ଣ ଠିକ୍। ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ…

Read More

ନୟାଗଡ଼ ଜିଲ୍ଲାରେ ଲିଥିୟମ ଭଣ୍ଡାର ଥିବା ସମ୍ଭାବନା: ଜିଏସଆଇର ନୂଆ ପଦକ୍ଷେପ

ଭୁବନେଶ୍ୱର: ନିକଟରେ ହୋଇଥିବା ଭୂତତ୍ତ୍ୱିକ ସର୍ବେକ୍ଷଣରୁ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ମୂଲ୍ୟବାନ ଲିଥିୟମ୍ ଭଣ୍ଡାର ଥିବା ଜଣାପଡ଼ିଛି। ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଏହି ମୂଲ୍ୟବାନ ଖଣିଜ ପଦାର୍ଥର ଚିହ୍ନ ଚିହ୍ନଟ କରିଛି, ଯାହା ରାଜ୍ୟକୁ ଭାରତର ଲିଥିୟମ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର କରିପାରିବ । ଭାରତ ସରକାର ଦେଶର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନକୁ ପ୍ରାଥମିକତା ଦେଉଥିବାରୁ ଓଡ଼ିଶାରେ ଲିଥିୟମ ଉତ୍ତୋଳନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ପାଇଁ…

Read More