Satej News Desk

ମୁମ୍ବାଇରୁ ଝାରସୁଗୁଡ଼ାକୁ ମାର୍ଚ୍ଚ ୧ରୁ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍ସ

ଝାରସୁଗୁଡା: ଯାତାୟତ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଗୋ ବୁଧବାର ମୁମ୍ବାଇ ଓ ଓଡ଼ିଶାର ଝାରସୁଗୁଡ଼ା ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ୨୦୨୫ ମାର୍ଚ୍ଚ ପହିଲାରୁ ବିମାନ ସେବା ଆରମ୍ଭ ହେବ। ଏୟାରଲାଇନ୍ସ ଏକ ବିବୃତିରେ କହିଛି ଯେ ନୂଆ ବିମାନ ସେବା ଆନ୍ତଃରାଜ୍ୟ ସଂଯୋଗକୁ ଆହୁରି ସୁଦୃଢ଼ କରିବ। ଏହା ବ୍ୟତୀତ ଏହା ଉଭୟ ସହର ପାଇଁ ବାଣିଜ୍ୟ ଏବଂ ଅର୍ଥନୈତିକ ସୁଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ । ବିମାନ…

Read More

ଏହି ସବୁ କଥା କହି ବିଜେପି ବିରୋଧରେ ଭୋଟ ମାଗିବ ଆପ!

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଶାଲିମାର ବାଗରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଗୋଟିଏ ଦିନରେ ସେ କରିଥିବା ତିନୋଟି ସାଧାରଣ ସଭା ମଧ୍ୟରୁ ଏହା ଦ୍ୱିତୀୟ ସଭା ଥିଲା, ଯେଉଁଥିରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ନିଜ ଭାଷଣରେ ସେ ଦିଲ୍ଲୀର ବିକାଶ ମୂଳକ କାର୍ଯ୍ୟ ଏବଂ ବିଜେପିର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ନିଜ ସରକାରର ଢୋଲ ପିଟି ବିଜୁଳି…

Read More

ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ମାନଜନକ ସୁଭଦ୍ରା ଯୋଜନା ପାଇଁ ୧୫୭ ଜଣ ପୁରୁଷ (କିନ୍ନର) ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ଯୋଜନା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ପାଇଁ ୧୫୭ ଜଣ ପୁରୁଷ ପଞ୍ଜୀକରଣ କରିଛନ୍ତି। ସୁଭଦ୍ରା ଯୋଜନା ମହିଳା କେନ୍ଦ୍ରୀତ ହୋଇଥିଲେ ମଧ୍ୟ ଏତେ ସଂଖ୍ୟକ ପୁରୁଷ କିପରି ଆବେଦନ କଲେ ତାହା ଆଶ୍ଚର୍ଯ୍ୟଜନକ। ଆଧାର କାର୍ଡର କେୱାଇସି ଏବଂ ବ୍ୟାଙ୍କ ଲିଙ୍କେଜ୍…

Read More

ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଉତ୍କର୍ଷ ଓଡ଼ିଶା ୨୦୨୫ ସମ୍ମିଳନୀକୁ (ମେକ୍ ଇନ୍ ଓଡ଼ିଶା କନକ୍ଲେଭ) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୨୫ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ପାଇଁ ଜାନୁଆରୀ ୯ ତାରିଖରେ ସେ ଭୁବନେଶ୍ୱର ଆସିଲେ । ଆଉ ଏବେ ଆଉ ଥରେ ଆସୁଛନ୍ତି । ଯାହାକି ମାସକ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀ…

Read More

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଧଳା ବାଘ ଛୁଆଟିର ମୃତ୍ୟୁର କିଛି ଦିନ ପରେ ଏହି ଘଟଣା ଘଟିଛି, ଯାହା ଚିଡ଼ିଆଖାନାରେ ପଶୁମାନଙ୍କ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। କରଞ୍ଜିଆ ଜଙ୍ଗଲରୁ ପ୍ରାୟ ୫-୬ ବର୍ଷର ଏହି ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ମୋରମ୍ ଖଣିରେ ପଡ଼ିଯିବାରୁ ମେରୁଦଣ୍ଡରେ ଆଘାତ ଲାଗିଥିଲା, ଯାହା ଫଳରେ ଏହାର ପଛ ଗୋଡ଼ରେ ଭଲଭାବେ ଚାଲିପାରୁନଥିଲା ଏବଂ ପିଠି…

Read More

ଏମାନଙ୍କ ଭତ୍ତା ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) କର୍ମଚାରୀଙ୍କ ବିପଦ ଭତ୍ତା ତିନି ଗୁଣ ବୃଦ୍ଧି କରିଛନ୍ତି। ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲଙ୍କ ବିରୋଧରେ ସଫଳ ମିଳିତ ଅପରେସନ୍ ରେ ୧୪ ଜଣ ନକ୍ସଲ ନିହତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅପରେସନରେ ଓଡ଼ିଶା ପୋଲିସର ଏସଓଜି ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ସମ୍ପୃକ୍ତ ସମସ୍ତ ଯବାନଙ୍କୁ ଅଭିନନ୍ଦନ…

Read More

ଥଣ୍ଡାରୁ ମିଳିଲା ସାମୟିକ ଆଶ୍ୱସ୍ତି, ଏଣିକି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ବୁଧବାର ଓଡ଼ିଶାର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେଣୁ ଥଣ୍ଡାରୁ ସାମୟିକ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ। ପୂର୍ବାନୁମାନ ଅନୁଯାୟୀ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆଜିଠାରୁ ରାତିର ତାପମାତ୍ରା ବଢ଼ିବ।…

Read More

ସ୍କୁଲ ପାଚିକାଙ୍କ ଦରମା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ କାର୍ଯ୍ୟରତ ରୋଷେୟା-ସହାୟିକା (ପଚିକା)ଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏବେ ଏହି କର୍ମଚାରୀଙ୍କ ମାସିକ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଏହି ଦରମା ବୃଦ୍ଧି ଦ୍ୱାରା ସାରା ରାଜ୍ୟରେ ପ୍ରାୟ ୧.୧୨ ଲକ୍ଷ ରୋଷେୟା ଉପକୃତ ହେବେ। ରୋଷେୟାଙ୍କ ମାସିକ ଦରମା ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଏହି ବୃଦ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ…

Read More

ପୂର୍ବ ସରକାର ପାଠ ପଢ଼ାକୁ ଗୁରୁତ୍ୱ ଦେଉନଥିଲେ କହି ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ବିଜେଡି ସରକାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମି ବିକାଶରେ ଅବହେଳା କରିବା ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷାନୀତି, ୨୦୨୦ ର କାର୍ଯ୍ୟକାରିତା ଉପରେ ତିନି ଦିନିଆ ଜାତୀୟ କର୍ମଶାଳାର ଉଦଘାଟନ ଅବସରରେ ମୋହନ ମାଝୀ କହିଛନ୍ତି, ଭିତ୍ତିଭୂମି ଓ ମାନବ ସମ୍ବଳ କ୍ଷେତ୍ରରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆମ ରାଜ୍ୟ ପଛରେ ରହିଛି। ପୂର୍ବ ସରକାର ପ୍ରାଥମିକ ଶିକ୍ଷାକୁ ପ୍ରାଥମିକତା…

Read More

କଣାସରେ ଝାଡାବାନ୍ତି ଆକ୍ରନ୍ତ, ଠିକ୍ ସମୟରେ ପଦକ୍ଷେପ ନିଆଯାଇନି କହିଲେ ବିରୋଧୀ

ପୁରୀ: ଜିଲ୍ଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ଅନେକଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୭ରୁ ୮ ଦିନ ହେବ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ହେଁ ଏବେ କେବଳ ଜଣେ ପ୍ରାଣ ହରାଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ମୃତକଙ୍କ ସମ୍ପର୍କରେ ତଦନ୍ତ ବାକି ରହିଛି। ଏହି ମହାମାରୀ ଗାଁର ଏକ ସାମୂହିକ ଭୋଜିରୁ…

Read More