ବରଦାସ୍ତ କରାଯିବନି ବିରୋଧୀଙ୍କ ବିଶୃଙ୍ଖଳା: ବାଚସ୍ପତି
ଭୁବନେଶ୍ବର : ଆସନ୍ତା ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ । ଏହି ସମୟରେ ବିରୋଧୀ ବିଧାୟକଙ୍କ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବିରୋଧୀ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସ୍ୱାଗତ କରାଯିବ । ହେଲେ ଅଧିବେଶନକୁ ବାଧାପ୍ରାପ୍ତ କରିବାକୁ ପ୍ରୟାସ କଲେ ବରଦାସ୍ତ କରାଯିବ ନାହିଁ ବୋଲି ବାଚସ୍ପତି କହିଛନ୍ତି। ଅଧିବେଶନ ସମୟରେ ବିରୋଧୀ ସଦସ୍ୟଙ୍କ କୌଣସି ପ୍ରକାର ଅନୁଶାସନହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଧିବେଶନ ସମୟରେ ବିରୋଧୀ…
