ବିବାଦୀୟ ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି ଆଉ ୬୦ ଦିନ ବୃଦ୍ଧି
ନୂଆଦିଲ୍ଲୀ: ବିବାଦୀୟ ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧିକୁ ଆଉ ୬୦ ଦିନ ବୃଦ୍ଧି କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପଣ୍ଡିତଙ୍କ ପୂର୍ବ ୧୨୦ ଦିନର ନିଲମ୍ବନ ଅବଧି ଆଜି ଶେଷ ହୋଇଛି। ଜାନୁଆରି ୨୨ତାରିଖରେ ଏକ କମିଟି ତାଙ୍କ ନିଲମ୍ବନର ସମୀକ୍ଷା କରିଥିଲା। ତାଙ୍କ ବିରୋଧରେ ଥିବା ତଥ୍ୟ ଓ ଦସ୍ତାବିଜଯାଞ୍ଚ କରିବା ପରେ କମିଟି ତାଙ୍କ ନିଲମ୍ବନକୁ ଲମ୍ବା କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପୁଲିସ ସେବା ନିୟମ…
