Satej News Desk

ଓଡ଼ିଶାରେ କାହିଁକି ନିବେଶ କରିବା ଉଚିତ ଶିଳ୍ପପତିଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁବନେଶ୍ୱରରେ ଦୁଇ ଦିନିଆ ‘ଉତ୍କର୍ଷ ଓଡ଼ିଶା’ – ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ଭାରତ ଦେଶର ବିକାଶରେ ଏକ ଅଭିବୃଦ୍ଧି ଇଞ୍ଜିନ୍ ଏବଂ ଏଥିରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ସ୍ୱାଧୀନତା ପରଠାରୁ ଓଡ଼ିଶାରେ ଅନେକ ସୁଯୋଗ ସୃଷ୍ଟି ହେଉଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।…

Read More

ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗରିବ ଓ ଜନହିତକର ବଜେଟ୍ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଉପସ୍ଥାପିତ ହେବାକୁ ଥିବା ବଜେଟରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ସୀମାନ୍ତରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ। ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ବୈଠକରେ ପ୍ରମୁଖ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ସମାଜର…

Read More

ଅଜଣା ଫଳ ଖାଇ ଶିଶୁ ଅସୁସ୍ଥ, ଧର୍ମଶାଳାରୁ ଏସସିବିକୁ ସ୍ଥାନାନ୍ତର

ଯାଜପୁର: ମୁଣ୍ଡା ସାହି ଅଞ୍ଚଳର ୧୦ ଜଣ ଶିଶୁ ନିକଟସ୍ଥ ଗଛରୁ କିଛି ଅଜଣା ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏହି ଫଳ ଖାଇବା ପରେ ସମସ୍ତ ଶିଶୁ, ଯେଉଁଥିରେ ଅଧିକାଂଶ ନାବାଳକ ଅଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପିଲାମାନେ ଏକାଠି ଖେଳୁଥିବା ବେଳେ ଏହି ଫଳ ଦେଖିବାକୁ ପାଇଥିଲେ। କୌତୁହଳବଶତଃ ସେମାନେ ଏହାକୁ ଖାଇ ଦେଇଥିଲେ। ଏହାର କିଛି ସମୟ ପରେ ସମସ୍ତଙ୍କ ଠାରେ ପ୍ରବଳ…

Read More

ପ୍ରୟାଗରାଜ ମହାକୁମ୍ଭ: ସଙ୍ଗମରେ ସ୍ନାନ କଲେ ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ

ପ୍ରୟାଗରାଜ: ଗୃହମନ୍ତ୍ରୀ ଅମିତ ଶାହ ସୋମବାର ପ୍ରୟାଗରାଜରେ ପହଞ୍ଚିଛନ୍ତି। ଅମିତ ଶାହ ଆଜି ମହାକୁମ୍ଭରେ ସାମିଲ ହୋଇ ବୁଡ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୃହମନ୍ତ୍ରୀ ସଙ୍ଗମରେ ସ୍ନାନ କରିଛନ୍ତି। ମହାକୁମ୍ଭ ସନାତନ ସଂସ୍କୃତିର ଏକ ଅନନ୍ୟ ପ୍ରତୀକ। ଅମିତ ଶାହ ତାଙ୍କ ପରିବାର ସହ ଧର୍ମା ସହରରେ ପହଞ୍ଚିଛନ୍ତି। ଅମିତ ଶାହ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “କୁମ୍ଭ ଆମର ସୌହାର୍ଦ୍ଦ୍ୟ ଉପରେ ଆଧାରିତ ଜୀବନ ଦର୍ଶନକୁ ପ୍ରତିଫଳିତ…

Read More

ମହମ୍ମଦ ସିରାଜଙ୍କୁ ଡେଟ୍ କରୁଛନ୍ତି ଆଶା ଭୋସଲେଙ୍କ ନାତୁଣୀ?

ମୁମ୍ବାଇ: ନିକଟରେ ମହମ୍ମଦ ସିରାଜଙ୍କ ସହ ଆଶା ଭୋସଲେଙ୍କ ନାତୁଣୀ ଜନାଇ ଭୋସଲେଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଦୁହିଁଙ୍କ ମଧ୍ୟରେ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜନାଇ ତାଙ୍କ ୨୩ତମ ଜନ୍ମଦିନ ପାଳନ କରୁଥିଲେ । ଏହି ସମୟର ଫଟୋଟି ଉଠାଯାଇଛି । ଯେଉଁଥିରେ ଦୁହେଁ ଖୁସିର ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳିଛି। ତେବେ ଏବେ ଜନାଇ ଓ ମହମ୍ମଦ ସିରାଜ ନିଜ ବନ୍ଧୁତା ସ୍ପଷ୍ଟ…

Read More

୯୦ କୋଟି ଟଙ୍କାରେ ଜେଟ୍ କିଣିଲେ ଏହି ବ୍ୟବସାୟୀ

ରାଞ୍ଚି: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ସୁରେଶ ଜଲାନ ୧୦ ସିଟ୍ ବିଶିଷ୍ଟ ଏକ ଘରୋଇ ଜେଟ୍ କିଣିଛନ୍ତି। ଏହି ଘରୋଇ ଜେଟର ମୂଲ୍ୟ ୯୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁରେଶ ଜାଲାନ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହର ବାସିନ୍ଦା ଏବଂ ରାଜ୍ୟର ସବୁଠାରୁ ବଡ଼ କାର୍ବନ ରିସୋର୍ସ କମ୍ପାନିର ମାଲିକ। ଦେଶର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ସେ ୨୯୯ତମ ସ୍ଥାନରେ ଅଛନ୍ତି। ସୁରେଶ ଜଲାନ ସ୍ୱିଜରଲ୍ୟାଣ୍ଡରୁ ୯୦ କୋଟି ଟଙ୍କାର…

Read More

ଇଣ୍ଡୋନେସିଆ-ଇଣ୍ଡିଆ ମଧ୍ଯରେ ଏମଓୟୁ, ଚର୍ଚ୍ଚାରେ କଟକ ବାଲିଯାତ୍ରା ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଶନିବାର ରାଜଧାନୀର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ସହଯୋଗ, ଡିଜିଟାଲ ଭିତ୍ତିଭୂମି ଏବଂ ପ୍ରତିରକ୍ଷା ସହଯୋଗ ଭଳି କ୍ଷେତ୍ରରେ ଅନେକ ବୁଝାମଣାପତ୍ର (ଏମଓୟୁ) ଆଦାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏସିଆନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଂଶୀଦାର ଭାବରେ ଇଣ୍ଡୋନେସିଆର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବଂ ଏହାର ‘ଆକ୍ଟ ଇଷ୍ଟ’ ନୀତି ଅଧୀନରେ ଏସିଆନର କେନ୍ଦ୍ରୀୟତା…

Read More

ରାଜ୍ଯ ବିଜେପି ସଭାପତିଙ୍କ ନାଁ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ଘୋଷଣା କରାଯାଇଛି। ବ୍ରହ୍ମପୁରରେ ଅନୁଷ୍ଠିତ ଏକ ବୈଠକରେ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେପି ସଦସ୍ଯଙ୍କ ଉପସ୍ଥିତିରେ ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି। ଏହି ନିଯୁକ୍ତି ପରେ ତୃଣମୂଳ ସ୍ତରରେ ସମସ୍ତ ସରକାରୀ ଯୋଜନା ଯେପରି ଲୋକଙ୍କ ନିକଟତର ହେବ ସେଥିପ୍ରତି ସେ ପ୍ରତିଶ୍ରୁତି ପ୍ରକାଶ କରିଛନ୍ତି। ଏହାସହ ଆଗାମୀ ଦିନରେ ଏକ…

Read More

ହଠାତ ପାଣ୍ଡିଆନଙ୍କୁ ନେଇ ମନ୍ମଥଙ୍କ ବୟାନ, ଲୁଚେଇବାକୁ ଯାଇ ଖୋଲିଦେଲେ ଗୁମର କଥା!

ଭୁବନେଶ୍ଵର: ୨୦୨୪ ନିର୍ବାଚନ ପରାଜୟ ପରେ ଭିକେ ପାଣ୍ଡିଆନଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେଡି ନେତା ମନ୍ମଥ ରାଉତରାୟ ଶନିବାର ପରୋକ୍ଷରେ ସଙ୍କେତ ଦେଇଛନ୍ତି ଯେ ସେ ଏବେ ବି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସକ୍ରିୟ ଅଛନ୍ତି। ମନ୍ମଥ ରାଉତରାୟଙ୍କ କହିବାନୁଯାୟୀ, ଭିକେ ପାଣ୍ଡିଆନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପରାମର୍ଶ ଦେବା ପାଇଁ ଆସୁଥିବା…

Read More

ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବାବଦରେ ରିପୋର୍ଟ ଦେବାକୁ ମୋହନ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ନେଇ ୪ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଡବଲ ମର୍ଡର ମାମଲାର ଅନ୍ୟତମ ମୃତକ କୁଳମଣି ବରାଳଙ୍କ ପୁଅ ରଣଜିତ ବରାଳ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପିତାଙ୍କ ହତ୍ୟା ମାମଲାରେ ନ୍ୟାୟ ପାଇଁ ରଞ୍ଜିତ…

Read More