Satej News Desk

ନୂଆବର୍ଷ ପୂର୍ବରୁ ଅଘଟଣ, ଧାର୍ମିକ ସମାବେଶରେ ୨ ଜଣଙ୍କ ମୃତ୍ୟୁ

ପୁରୀ: ଶ୍ରୀକ୍ଷେତ୍ରରେ ଅଘଟଣ । ପୁରୀ ସହରରେ ଏକ ଧାର୍ମିକ ସମାବେଶରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ନୂଆବର୍ଷରେ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ବଡ଼ ପ୍ରସ୍ତୁତି କରୁଛି । ଏହି ସମୟରେ ଏକ ଧାର୍ମିକ ସମାବେଶରେ ଦୁଇ ଜଣଙ୍କ ଜୀବନ  ଯାଇଛି । ପବିତ୍ର ସହରରେ ନିଗମାନନ୍ଦଙ୍କ ସଭାରେ ଏହି ଘଟଣା ଘଟିଛି। ସମାବେଶରେ ଦୁଇ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜିଲ୍ଲା ମୁଖ୍ୟ…

Read More