ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ, ଆରମ୍ଭ ହେଲା ଭୂମିପୂଜନ
ଭୁବନେଶ୍ୱର: ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଥମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି। ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏବଂ ଏଥିରେ ୭ ହଜାରରୁ ଅଧିକ ପ୍ରବାସୀ ଏବଂ ୧୦ ହଜାରରୁ ଅଧିକ ଅତିଥି ଯୋଗ ଦେବେ ବୋଲି ଆଶା କରାଯାଉଛି । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରି ‘ବିକଶିତ ଭାରତରେ ପ୍ରବାସୀ ସମ୍ପ୍ରଦାୟର ଭୂମିକା’ ଶୀର୍ଷକ…
