ଠକେଇ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ ଦୁଇଟି ଠକେଇ ମାମଲାରେ ଦୋଷମୁକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଓ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଚାଲିଥିବା ବେଳେ ଆଜି ଏହି ତିନି ଜଣ କୋର୍ଟରେ ହାଜର ହୋଇଥିଲେ। ଏଥିରେ ଟାଟା ମୋଟର୍ସରେ ଚାକିରି ବଦଳରେ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଅଦାଲତ ଶୁଣାଣି ସମୟରେ…
