ଠକ ହଂସିତାଙ୍କର ଅସଲ ସ୍ୱାମୀ କିଏ?
ଭୁବନେଶ୍ୱର: ଠକ ହଂସିତା ଅଭିଲିପ୍ସାଙ୍କ ଅସଲ ସ୍ୱାମୀ କିଏ ଏବେ ଚର୍ଚ୍ଚାରେ । କାରଣ ଏବେ ସୁଦ୍ଧା ତିନି ଜଣ ସ୍ୱାମୀ ଥିବା ଜଣାପଡ଼ିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ସେ ଦାଖଲ କରିଥିବା ଜାମିନ ଆବେଦନ ପୁଲିସକୁ ଦେଇଥିବା ବୟାନରେ ଥିବା ଆଶ୍ଚର୍ଯ୍ୟଜନକ ତ୍ରୁଟିକୁ ପଦାରେ ପକାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖରେ ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
