ଚାଲିପାରିଲାନି ଗୃହ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ମୁଲତବୀ

ବଜେଟ୍ ଅଧିବେସନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି । ଗୃହ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଚାଷୀ ପ୍ରସଙ୍ଗରେ ବିଜେଡି ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗର୍ଜିଥିଲେ ଦୁଇ ଦଳର ବିଧାୟକ । ହୋହାଲ୍ଲା ଭିତରେ ପ୍ରଥମେ ୧୨ଟା ଯାଏଁ ଗୃହକୁ ମୁଲତବି କରାଯାଇଥିଲା । ପରେ ପୁଣି ଗୃହରେ ବିରୋଧୀ ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *