ଭାରତରେ ଲଞ୍ଚ ହେଲା ମହିନ୍ଦ୍ରାର ଇଲେକ୍ଟ୍ରିକ୍ କାର୍

ଭାରତୀୟ ବଜାରରେ ମହିନ୍ଦ୍ରା ଏହାର ୨ଟି ନୂଆ ଇଲେକ୍ଟ୍ରିକ୍ SUV BE 6e ଏବଂ XEV 9e କୁ ଲଞ୍ଚ କରିଛି ।

BE6 ଏବଂ X EV 9e ମହିନ୍ଦ୍ରାର ନୂଆ ଇନଗ୍ଲୋବ ପ୍ଲାଟଫର୍ମରେ ନିର୍ମିତ ପ୍ରଥମ ପ୍ରଡକ୍ସନ ଇଲେକ୍ଟ୍ରିକ୍ ଏସୟୁଭି ହେବ । କମ୍ପାନୀ ଅନୁଯାୟୀ, ଗ୍ରାହକମାନେ ମାର୍ଚ୍ଚ ୨୦୨୫ ରୁ ଏହି ଗାଡିର ଡେଲିଭରି ଗ୍ରହଣ କରିବା ଆରମ୍ଭ କରିବେ ।

Leave a Reply

Your email address will not be published. Required fields are marked *