ରାଜ୍ୟ ରାଜପଥର ବିକାଶ ହେବ । ଅସଜଡା ହୋଇପଡିଥିବା ରାସ୍ତା ସଜଡା ହେବ । ଗମନାଗମନରେ ସୁବିଧା ହେବ । ରାଜଧାନୀରେ ସିଟି ରୋଡ୍ ପରିକଳ୍ପନା ହୋଇଛି । ଏନେଇ ରାଜ୍ୟ ସରକାର ଆଣିଲେ ବଜେଟ୍ ।
ରାଜପଥ ବିକାଶ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୁରା ଓଡିଶାରେ ରାସ୍ତାର ବିକାଶ ହେବ । ରାଜ୍ୟ ରାଜପଥ ୪ ଲେନ୍ ବିଶିଷ୍ଟ ହେବ ।