କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ…

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ : ଜାଣନ୍ତୁ ବଜେଟରେ ଚାଷୀଙ୍କୁ ମିଳିଲା କେତେ…
କୃଷି ବଜେଟ ୧୪୮୬୧ କୋଟି ଟଙ୍କା…
– ଶ୍ରୀ ଅନ୍ନ ଯୋଜନା ପାଇଁ ୬୦୦ କୋଟି
–  ୨୫୨ କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି ( ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର । ଏଥିରେ ଅଚଳ ଶୀତଳ ଭଣ୍ଡାର ଗୁଡିକୁ ପୁନଃରୁଦ୍ଧାର କରାଯିବ )
– ଓୟୁଏଟି ପାଇଁ ୫୧୧ କୋଟି
– ଜଳସେଚନ ୧୪୮୯୫ କୋଟି ବ୍ୟୟ ବରାଦ ରହିଛି
– କାନପୁର ଡ୍ୟାମ ଓ ସ୍ପିଲୱେ ଚଳିତ ବର୍ଷ କାମ ସରି ୧୩ ହେକ୍ଟର ଜମି ଜଳସେଚିତ କରାଯିବ…
– ମହାନଦୀ ରିଭର ଫ୍ରଣ୍ଟ ବିକାଶ କାର୍ୟ୍ୟକ୍ରମ ଜରିଆରେ ସମ୍ବଲପୁର ଓ କଟକରେ ପର୍ୟ୍ୟଟନ ଓ ସଂସ୍କୃତିକ କେନ୍ଦ୍ର କରାଯିବ ଜ୍ଝ ହୀରାକୁଦ କେନାଲର ନବୀକରଣ ପାଇଁ ୮୫୦ କୋଟି ଖର୍ଚ୍ଚ ହେଉଛି…

State government budget for farmers: Find out how much farmers got in the budget...

Leave a Reply

Your email address will not be published. Required fields are marked *