ମାଣିକେଶ୍ୱରୀ ୟୁନିଭରସିଟିର କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ କୁଳପତି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭିସି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ସଫଳ ହୋଇଥିଲେ।

ସେ ଜଣେ ସୁ ବକ୍ତା, ଉଦ୍ଘୋଷକ ଓ ଭଲ ଗୀତ ବି ଗାଉଥିଲେ । ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି ସେ ଜଣେ ଛାତ୍ର ଵସ୍ଚଳ ଥିଲେ. ଭିସି ଥିଲେ ବି ସିଧାସଳଖ ଛାତ୍ର ଛାତ୍ରୀଙ୍କ ସହ ସାମିଲ ହେଉଥିଲେ।

Leave a Reply

Your email address will not be published. Required fields are marked *