ବଢିବ ଶୀତର ପ୍ରକୋପ

ରାଜ୍ୟରେ ଏବେ ଶୀତର ପରିମାଣ ଟିକିଏ ବୃଦ୍ଧି ପାଇଛି । ଏହାଭିତରେ ୧୦ଟି ଜିଲ୍ଲା ପାଇଁ ଆଲର୍ଟ ଜାରୀ କରିଛି ପାଣିପାଗ ବିଭାଗ । ରାଜ୍ୟରବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି ।

ଫଳରେ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେବ । ଏହି ବର୍ଷାଯୋଗୁଁ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *