ବିରାଟଙ୍କ ଉଗ୍ର ରୂପ

ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଏବେ ଖୁବ ପଛରେ ରହିଯାଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ୩୩୭ ରନ୍ କରିନେଇଛି । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ ସମୟରେ ଏକ ବିରାଟ ଲଢେଇ ଦେଖିବାକୁ ମିଳିଛି ।

ଅଶ୍ୱୀନଙ୍କ ଓଭରରେ ଟିମ ଇଣ୍ଡିଆ ଅପିଲା କରିଥିବା ବେଳେ ଏ ନେଇ ଅମ୍ପାୟାର ଏକ ବିବାଦୀୟ ନିଷ୍ପତ୍ତି ଦେଇଛନ୍ତି । ଏହାପରେ କିଙ୍ଗ କୋହଲି ଏବଂ ଅମ୍ପାୟାରଙ୍କ ମଧ୍ୟରେ ବିବାଦ ତଥା ଯୁକ୍ତିତର୍କ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ବ୍ୟାଟିଂ ସମୟରେ ଏଭଳି ଘଟରା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *