ଲଞ୍ଚ ହେବ ରେଡମି ନୋଟ ୧୪ ସିରିଜ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ୯ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୧୪ ସିରିଜକୁ ଲଞ୍ଚ କରିବାକୁ ଯାଉଛି ।

ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରାଯିବ, ଯେଉଁଥିରେ ରେଡମୀ ନୋଟ ୧୪, ରେଡମୀ ନୋଟ ୧୪ ପ୍ରୋ, ଏବଂ ରେଡମୀ ନୋଟ ୧୪ ପ୍ରୋ ପ୍ଲସ, ସାମିଲ ଅଛନ୍ତି । ବର୍ତ୍ତମାନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ଏବଂ ଫିଚର୍ସ ସହ ଜଡିତ ଅନେକ ସୂଚନାମାନ ଅନଲାଇନରେ ଲିକ୍ ହୋଇଯାଇଛି । ଏହି ସ୍ମାର୍ଟଫୋନକୁ ପୂର୍ବରୁ କମ୍ପାନୀ ଚୀନରେ ଲଞ୍ଚ କରିବ । ଏହାପରେ ଭାରତରେ ଲଞ୍ଚ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *