ରାଜ୍ୟରେ ଝିପିଝିପି ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୮ ଓ ୯ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଥିଲା।

ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ତେବେ ଆସନ୍ତା ୧୦ ତାରିଖରୁ ପୁଣି ଶୁଖିଲା ପାଗ ଅନୁଭୂତ ହେବ ବୋଲି ବି କୁହାଯାଇଥିଲା। କିନ୍ତୁ ତାହା ହୋଇନି। ଏଣେ ସକାଳେ କେତେକ ସ୍ଥାନରେ ଝିପିଝିପି ବର୍ଷା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *