ବିଷାକ୍ତ ଖାଦ୍ୟ ଖାଇ ୧୦ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ରାଜଧାନୀରେ ୧୦ ଅସୁସ୍ଥ ।

ଏକ ଘରୋଇ ନର୍ସିଙ୍ଗ କଲେଜ ହଷ୍ଟେଲର ୧୦ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତେ ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇଥିବା ଅନୁମାନ କରାଯାଉଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Leave a Reply

Your email address will not be published. Required fields are marked *