ଜାଡରେ ଥରିବ ଓଡିଶା

ଭୁବନେଶ୍ବର : ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ଅନ୍ୟ 2 ଦିନ ହେବ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ବରେ ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ରହୁଛି ।

ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 5 ଦିନ ପରେ ପୁଣି ରାଜ୍ୟରେ କମିବ ତାପମାତ୍ରା । ଅର୍ଥାତ୍ ଆସନ୍ତା 10 ତାରିଖରେୁ ରାଜ୍ୟରେ ବଢିବ ଶୀତ ।

Leave a Reply

Your email address will not be published. Required fields are marked *