Featured posts

Latest posts

All
technology
science

ଧର୍ମଶାଳାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଜୋରଦାର ଅଭିଭାଷଣ: ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା

ଧର୍ମଶାଳା: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧର୍ମଶାଳାରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ପୂର୍ବତନ ସରକାର ଓ ପୂର୍ବ ଲୋକପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ସମ୍ବର୍ଦ୍ଧନା ସଭା ନୁହେଁ, ବରଂ ଧନ୍ୟବାଦ ସଭା ବୋଲି ଅଭିହିତ କରି କହିଛନ୍ତି ଯେ, ଯାଜପୁର ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାମଲ କହିଛନ୍ତି, “ଲୋକେ ଭାବିନଥିଲେ ଯେ ଯାଜପୁରରେ ପରିବର୍ତ୍ତନ ହେବ। କିନ୍ତୁ ଭଗବାନ ଓ ମାଆ ବିରଜା ଗର୍ବ ଓ…

Read More

ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍‌ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଏର ହୋଇଛି। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍‌…

Read More

ସୁଭଦ୍ରା ଯୋଜନା ନେଇ ବଡ଼ ବୈଠକ: ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ନେଇ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ବସିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆଲୋଚନା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପୂର୍ବରୁ ତିନୋଟି ବିଭାଗ—ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି…

Read More

ବାଣୀବିହାର କ୍ୟାମ୍ପସରେ ସରକାରୀ କ୍ୱାର୍ଟର ଖାଲି କରିବାକୁ ନୋଟିସ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ ହଷ୍ଟେଲରୁ ଅଣଛାତ୍ରଙ୍କୁ ଉଚ୍ଛେଦ କରାଯାଇଥିବା ପରେ ଏବେ ସରକାରୀ କ୍ୱାର୍ଟରକୁ ମଧ୍ୟ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାଡ଼ିବସିଥିବା ବ୍ୟକ୍ତିମାନଙ୍କୁ ଜାରି ହୋଇଯାଇଛି ନୋଟିସ। ଆଜି ସୁଦ୍ଧା କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି, ନହେଲେ ଆସନ୍ତା କାଲିରୁ ସେମାନଙ୍କର ବସବାସ ବେଆଇନ୍ ହୋଇଯିବ।ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି ହୋଇଥିବା ବେଳେ, କ୍ୱାର୍ଟର ଖାଲି ନକରିଲେ ପୋଲିସ ସହାୟତାରେ ବାହାର କରାଯିବାକୁ ସୂଚନା ଦିଆଯାଇଛି। ସୂତ୍ରରୁ ଜଣାପଡ଼ିଛି…

Read More

ବଲେନ୍ଦ୍ର ବନିବେ ନେପାଳ ପ୍ରଧାନମନ୍ତ୍ରୀ!

କାଠମାଣ୍ଡୁ: ନେପାଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଜୋରଦାର ଉତ୍ସାହର ଲହରୀ ଦେଖାଦେଇଛି, ଯେଉଁଥିରେ ୩୫ ବର୍ଷୀୟ କାଠମାଣ୍ଡୁ ମେୟର୍ ବଲେନ୍ଦ୍ର ଶାହ, ଯିଏ ବଲେନ୍ ନାମରେ ଜଣାଶୁଣା। କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବଲେନଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ନେପାଳର ଯୁପ ପିଢ଼ି। ଜଣେ ପୂର୍ବତନ ସିଭିଲ୍ ଇଞ୍ଜିନିୟର ଓ ରାପର୍ ଥାଇ ରାଜନୀତିରେ ପାଦ ଦେଇଥିବା ବଲେନ୍ ନେପାଳର ଜେନ୍-ଜିଙ୍କ ମନ ଜିଣିଛନ୍ତି, ଯେଉଁମାନେ ତାଙ୍କୁ ଦୁର୍ନୀତି ଓ ଅସମାନତା ଭଳି…

Read More

ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଲେ ଅମର ଶତପଥୀ, ବର୍ତ୍ତମାନର ଦଳରୁ ଦୂରେଇ ଯାଉଛନ୍ତି ନେତା-କର୍ମୀ

ଭୁବନେଶ୍ୱର: ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଇଥିବା ବେଳେ, ଆଜି ବରିଷ୍ଠ ନେତା ଅମର ଶତପଥୀ ସେହି କଥାକୁ ସମର୍ଥନ କରି ବର୍ତ୍ତମାନର ଦଳରୁ ନେତା-କର୍ମୀଙ୍କ ଦୂରୀକରଣର କାରଣ ବୁଝାଇଲେ।ଅମର ଶତପଥୀ କହିଲେ, “ଗଢ଼ି ଉଠିବ ନୂଆ ବିଜେଡ଼ି। ଏହାକୁ ବିଜେଡ଼ିର ଲୋକମାନେ ହିଁ ଗଠନ କରିବେ। ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି।” ସେ ଆହୁରି କହିଲେ ଯେ, ଏବେ ବିଜେଡ଼ିରେ ଯାହା…

Read More

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୭୭୫ ଜଣ ଅଯୋଧ୍ୟା ଓ ବାରଣାସୀ ଯାତ୍ରାରେ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୭୭୫ ଜଣ ବରିଷ୍ଠ ନାଗରିକ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ତୀର୍ଥ ଦର୍ଶନ ପାଇଁ ଯାତ୍ରା କରୁଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କରାଯାଇଛି। ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି।…

Read More

ସି.ପି. ରାଧାକୃଷ୍ଣନ ନୂଆ ଉପରାଷ୍ଟ୍ରପତି ଭାବେ ହେଲେ ନିର୍ବାଚିତ

ନୂଆଦିଲ୍ଲୀ: ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାସ୍ତ କରିଛନ୍ତି। ରାଧାକୃଷ୍ଣନ ୪୫୨ ଭୋଟ ପାଇଥିବା ବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି। ଏହି ନିର୍ବାଚନ ନୂଆ ସଂସଦ ଭବନରେ…

Read More
Why did Rohit Sharma reach the hospital late at night? Viral video sparks controversy

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ପହଞ୍ଚିଲେ ରୋହିତ ଶର୍ମା: ଭାଇରାଲ ହେଲା ଭିଡିଓ, ଚିନ୍ତାରେ କ୍ରିକେଟ ପ୍ରେମୀ

ଭାରତୀୟ ODI ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ବିଳମ୍ବିତ ରାତିରେ ଏକ ବଡ଼ ଖବର ଆସିଛି। ରୋହିତ ଶର୍ମାଙ୍କୁ ରାତିରେ କୋକିଲାବେନ୍ ହସ୍ପିଟାଲରେ ଦେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତିତ କରିଦେଇଥିଲା। ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ସବୁକିଛି ଠିକ୍ ଅଛି କି ନାହିଁ। ଯଦିଓ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ରୋହିତ ଶର୍ମାଙ୍କ ଭିଡିଓ ମଧ୍ୟ ସୋସିଆଲ…

Read More

କେଦାରନାଥ ଭକ୍ତଙ୍କୁ ବଡ ଝଟକା: ବୃଦ୍ଧି ହେଲା ହେଲିକପ୍ଟର ସେବା ଭଡ଼ା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀର ପ୍ରଭାବ ହ୍ରାସ ପାଇବା ପରେ, ଚାରିଧାମ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୂର୍ବ ବର୍ଷଗୁଡ଼ିକ ପରି, ଏହି ବର୍ଷ ମଧ୍ୟ ଚାରିଧାମ ହେଲିକପ୍ଟର ସେବା ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଯାହା ପାଇଁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ, ହେଲିକପ୍ଟର ସେବା ମାଧ୍ୟମରେ ବାବା କେଦାରନାଥ ଧାମଙ୍କୁ ଦର୍ଶନ କରିବାକୁ ଯାଉଥିବା ଯାତ୍ରୀମାନଙ୍କୁ ୪୯ ପ୍ରତିଶତ ଅଧିକ…

Read More